ସରପ Sarapa
- ଗ୍ରା. ବି (ପଦ୍ଯ) (ସଂ. ସର୍ପ) — ସର୍ପ (ଦେଖ) — Sarpa. (See)
- ଗ୍ରା. ବି (ପଦ୍ଯ) (ସଂ. ସର୍ପ) — [ଉ—ଚନ୍ଦନ ବୋଳା ବାହୁଗଣ ମାରଗଣ, ଛିଣ୍ଡା ସରପ ପରି ଚେଷ୍ଟା କଲେ ଜାଣ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
- ଗ୍ରା. ବି (ପଦ୍ଯ) (ସଂ. ସର୍ପ) — (ଅଦରାର୍ଥକ) ସର୍ପେଶ୍ୱରର ଡାକ ନାମ
- ଗ୍ରା. ବି (ପଦ୍ଯ) (ସଂ. ସର୍ପ) — [ସରପି (ପୁ)—ଆଦାରାର୍ଥକ ରୂପ] — 2. Name for calling 'Sarpeṡwara' in fondness