ସରପଞ୍ଚ୍ Sarapan̄ch
- ବୈଦେ. ବି (ଫା) — ପଞ୍ଚାଏତର ସଭାପତି — The President of a Pan̄chāyet
- ବୈଦେ. ବି (ଫା) — ଚଉକିଦାରି ଇଉନିଅନ୍ର ପଞ୍ଚାଏତମାନଙ୍କ ପ୍ରେସିଡେଣ୍ଟ୍; ହେଡ୍ ପଞ୍ଚାଏତ୍ — The President of the Panchāyet of a Chowkidāri village-union
- ବୈଦେ. ବି (ଫା) — ଗ୍ରାମ୍ୟ ସହଯୋଗ ସମିତିର ସଭ୍ୟ ବା ପଞ୍ଚାଏତମାନଙ୍କ ସଭାପତି — The President of a village Co-operative Society