ସରନ୍ତି ସୋମବାର Saranti somabāra

  • ଦେ. ବି — ବୈଶାଖ ମାସର ଶେଷ ସୋମବାର — The last Monday of the month of Ba̲i̱ṡākha
  • ଦେ. ବି — [ଦ୍ର— ଏହି ସୋମବାର ଦିନ ଶିବମନ୍ଦିରମାନଙ୍କରେ ବିଶେଷତଃ ପୁରୀ କ୍ଷେତ୍ରର ବାଲିଲୋକନାଥଙ୍କ ଠାରେ ପଞ୍ଚକ୍ରୋଶୀ ଲୋକଙ୍କର ଗୋଟିଏ ବଡ଼ ମେଳା ପ୍ରତିବର୍ଷ ହୁଏ।]