ସରପଟ୍ Sarapaṭ
- ଦେ. ବିଣ — ଜରଜର; ସରସର — Saturated; drenched
- ଦେ. କ୍ରି. ବିଣ — ସଂପୂର୍ଣ୍ଣରୂପେ — Fully
- ଦେ. କ୍ରି. ବିଣ — ପୂର୍ଣ୍ଣରୂପେ ଆର୍ଦ୍ର ହେବା ପ୍ରକାରେ — In a fully drenched condition
- ଦେ. ବି (ସଂ. ସର୍ପଣ) — ଘୋଡ଼ା ପୁଞ୍ଜି ଉଠାଇ ଦଉଡ଼ିବା; ଥରଥରକେ ଦୁଇ ଆଗ ଗୋଡ଼କୁ ଓ ପୁଣି ଦୁଇ ପଛ ଗୋଡ଼କୁ ଉଠାଇ ଦଉଡ଼ିବା — Running of a horse on all fours; horse's gallop