ସରଗମ୍ Saragam

  • ଦେ. ବି (ସଂ. ସା. ରେ. ଗା. ମ. କିମ୍ବା ସ୍ୱରଗ୍ରାମ) — (ସଙ୍ଗୀତ) ସ୍ୱରଗ୍ରାମ; ସପ୍ତସ୍ୱରର କ୍ରମଗତି — (music) Musical gamut
  • ଦେ. ବି (ସଂ. ସା. ରେ. ଗା. ମ. କିମ୍ବା ସ୍ୱରଗ୍ରାମ) — ସଙ୍ଗୀତର ମୌଳିକ ସ୍ୱରମାନ — The elementary tunes of music
  • ଦେ. ବି (ସଂ. ସା. ରେ. ଗା. ମ. କିମ୍ବା ସ୍ୱରଗ୍ରାମ) — (ଯଥା—ତାକୁ ତ ସରଗମ୍ ଜଣା ନାହିଁ; ପୁଣି ଓସ୍ତାତ୍ ହେବାକୁ ଦୁରାଶା କରୁଛି।)