ସରଗରୁ ପଡ଼ିବା Saragaru paṟḍ̠ibā
- ଦେ. ବିଣ — ଯାହା ଆଶା କରାଯାଇ ନ ଥାଏ — Unexpected
- ଦେ. ବିଣ — ଆଚମ୍ବିତ — Wonderful
- ଦେ. କ୍ରି — ଉପରୁ ଖସି ପଡ଼ିବା — To fall down from high
- ଦେ. କ୍ରି — [ଉ—ସରଗରୁ ପଡ଼ିଲେ ପଞ୍ଚୁପାଣ୍ଡବେ, ମାରି ବନବାସ ଗଲେ —ଢଗ।]
- ଦେ. କ୍ରି — (ଲକ୍ଷଣାର୍ଥ) ଅପ୍ରତ୍ୟାଶିତଭାବରେ ଉପସ୍ଥିତ ହେବା ବା ଘଟିବା — [figurative] To happen unexpectedly