ସରଗ ତାରା Saraga tārā
- ଦେ. ବି (ସଂ. ସ୍ୱର୍ଗ+ତାରା) — ସ୍ୱର୍ଗର ତାରା — A star in the sky
- ଦେ. ବି (ସଂ. ସ୍ୱର୍ଗ+ତାରା) — (ଲକ୍ଷଣାର୍ଥ) ତାରା ପରି ଉଜ୍ଜ୍ୱଳ ପଦାର୍ଥ — (figurative) A shining thing
- ଦେ. ବି (ସଂ. ସ୍ୱର୍ଗ+ତାରା) — (ଲକ୍ଷଣାର୍ଥ) ତାରକା ପରି ଆପ୍ରାପ୍ୟ ବସ୍ତୁ — (figurative) Any unattainable thing