ସରଗରୁ ତୋଳିବା Saragaru toḻibā
- ଦେ. କ୍ରି (ଲକ୍ଷଣାର୍ଥ) — ନ ଥିବା ବସ୍ତୁକୁ ବା ଅସମ୍ଭବ ବସ୍ତୁକୁ କଳ୍ପନାପ୍ରୟାସଦ୍ୱାରା ଆଣିବା — (figurative) To produce a non-existing or physically impossible thing by stretch of imagination
- ଦେ. କ୍ରି (ଲକ୍ଷଣାର୍ଥ) — [ଉ—ଚକରେ ବର ଗଢ଼ିବ, ନାଁ ସରଗରୁ ତୋଳି ଆଣିବ?—କୁନ୍ତଳାକୁମାରୀ, ନଅତୁଣ୍ଡୀ।]