ସମୟ Samaya
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — କାଳ — Time
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ଋତୁ — Season; period
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ପରିମିତ କାଳ — A space of time
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ସୀମା — Boundary; limit
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ଉପଯୁକ୍ତ ବେଳା; ଯଥାୟୋଗ୍ୟ କାଳ — Proper time; fit season
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ନିର୍ଦିଷ୍ଟ କାଳ — Appointed time
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ଫୁରସେତ୍; ଅବକାଶ; ଅବସର — Leisure
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ସୁଯୋଗ — Opportunity
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ନିୟମ — Rule
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ସତ୍ୟପ୍ରତିଜ୍ଞା; ଶପଥ — promise; vow; oath
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ସିଦ୍ଧାନ୍ତ — Resolution
- ସଂ. ବି (ସମ୍=ସମାନ+ ଇ ଧାତୁ=ଗମନ କରିବା+ କର୍ତ୍ତୃ. ଅ; କିଂବା ସମ୍=ସମାନ୍+ଯା ଧାତୁ= ଗମନ କରିବା+କରଣ ଅ; ଯାହା ଚିରକାଳ ସମ ଭାବରେ ଗତି କରେ) — ଅନ୍ତିମକାଳ — Time of death