ସମୟ କରିବା Samaya karibā
- ଦେ. କ୍ରି — କୌଣସି କାର୍ଯ୍ୟ କରିବା ପାଇଁ ସମୟର ବ୍ଯବସ୍ଥା କରିବା — To make time
- ଦେ. କ୍ରି — ମିଆଦ ସ୍ଥିର କରିବା; ଚୁକ୍ତି କରିବା — To appoint a time. limit
- ଦେ. କ୍ରି — [ଉ—ପାଣ୍ଡବେ ସମୟ ତ କରିଯାଇଛନ୍ତି କାହିଁକି ଲେଉଟିବେ କହ ତ ଯୁକତି। —କୃଷ୍ଣସିଂହ, ମହାଭାରତ, ବନ।]