ସମଭିବ୍ୟାହାରୀ Samabhibyāhārī

  • ସଂ. ବି. ଓ ବିଣ. ପୁଂ (ସମଭିବ୍ଯାହାର+ଇନ୍) — ସାଥୀ; ସଙ୍ଗୀ — Associate; companion
  • ସଂ. ବି. ଓ ବିଣ. ପୁଂ (ସମଭିବ୍ଯାହାର+ଇନ୍) — ଏକତ୍ର ଗମନକାରୀ; ସହ— ଗାମୀ — Going together