ସମଭିହାର Samabhihāra

  • ସଂ. ବି (ସଂ+ଅଭି+ହୃ ଧାତୁ=ହରଣ କରିବା+ ଅ) ପୌନଃପୁନ୍ୟଃ; ବାରଂବାର — Repeatedness
  • ସଂ. ବି (ସଂ+ଅଭି+ହୃ ଧାତୁ=ହରଣ କରିବା+ ଅ) ଅତିଶଯ୍ଯ — Excessiveness