ସମ୍ଭୃତି Sambhṛuti

  • ସଂ. ବି (ସମ୍+ଭୃ ଧାତୁ=ଭରଣ କରିବା+ଭାବ. ତି) — ସମ୍ୟକ୍ ପୋଷଣ — Bringing up with care
  • ସଂ. ବି (ସମ୍+ଭୃ ଧାତୁ=ଭରଣ କରିବା+ଭାବ. ତି) — ବର୍ଦ୍ଧନ — Increasing
  • ସଂ. ବି (ସମ୍+ଭୃ ଧାତୁ=ଭରଣ କରିବା+ଭାବ. ତି) — ପ୍ରସ୍ତୁତକରଣ — Preparation