ସମ୍ଭୂତି Sambhūti

  • ସଂ. ବି (ସମ୍+ଭୂ ଧାତୁ=ହେବା+ଭାବ. ତି) — ଉତ୍ପତ୍ତି; ଜନ୍ମ; ଉଦ୍ଭବ — Birth
  • ସଂ. ବି (ସମ୍+ଭୂ ଧାତୁ=ହେବା+ଭାବ. ତି) — ବିଭୂତି; ଐଶ୍ୱର୍ଯ୍ୟ — Majesty
  • ସଂ. ବି (ସମ୍+ଭୂ ଧାତୁ=ହେବା+ଭାବ. ତି) — କ୍ଷମତା; ଶକ୍ତି (ବିଶ୍ୱକୋଷ) — Power