ସମ୍ଭୂୟକାରୀ Sambhūyakārī
- ସଂ. ବିଣ ଓ ବି. ପୁଂ (ସମ୍+ଭୂ ଧାତୁ+କର୍ତ୍ତୃ. ୟ=କୃ ଧାତୁ+ଇନ୍; 1 ମା. 1 ବ) — ଏକ ସଙ୍ଗେ କାର୍ଯ୍ୟକାରୀ; ଏକତ୍ର ମିଳିତ ହୋଇ କାର୍ଯ୍ୟ— କାରୀ — Coadjuter; acting in unision
- ସଂ. ବିଣ ଓ ବି. ପୁଂ (ସମ୍+ଭୂ ଧାତୁ+କର୍ତ୍ତୃ. ୟ=କୃ ଧାତୁ+ଇନ୍; 1 ମା. 1 ବ) — ସହକର୍ମୀ — Colleague. working jointly
- ସଂ. ବିଣ ଓ ବି. ପୁଂ (ସମ୍+ଭୂ ଧାତୁ+କର୍ତ୍ତୃ. ୟ=କୃ ଧାତୁ+ଇନ୍; 1 ମା. 1 ବ) — ଅଂଶୀଦାର — Co-partner; carrying on joint business