ସମ୍ଭେଦ Sambheda
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ମିଳନ — Union; meeting
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ନଦୀଦ୍ୱୟର ସଙ୍ଗମ ସ୍ଥଳ — The meeting place of two rivers
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ସ୍ଫୁଟନ; ଭେଦନ — Pirecing through
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ନଦୀର ଓ ସାଗରର ସଙ୍ଗମ — Confluence; estuary of river
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ବିଧାନ; ଘଟନା — Happening
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ବିଡ଼ମ୍ବନା — Mockery; disappointment
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — ଆସାମଅନ୍ତର୍ଗତ ତୀର୍ଥବିଶେଷ (ବିଶ୍ୱକୋଷ) — Name of a place of Hindu Pilgrimage
- ସଂ. ବି (ସମ୍+ଭିଦ୍ ଧାତୁ=ପ୍ରବେଶକରିବା+ଭାବ. ଅ) — [ଦ୍ର—ଏ ତୀର୍ଥରେ ଶୁଭବାସିନୀ ଦେବୀ ବିଦ୍ଯମାନା।]