ସମ୍ଭରଣ Sambharaṇa

  • ସଂ. ବି (ସମ୍+ଭୃ ଧାତୁ+ଭାବ. ଅନ) — ପୂର୍ଣ୍ଣତା ପ୍ରାପଣ — Bringing to completion or fulfilment
  • ସଂ. ବି (ସମ୍+ଭୃ ଧାତୁ+ଭାବ. ଅନ) — ସମ୍ୟକ୍ ପୂର୍ଣ୍ଣକରଣ (ବିଶ୍ୱକୋଷ) — Filling up