ସମ୍ଭର୍ବ Sambharba
- ଗ୍ରା. ବି (ସଂ. ସମାରୋହ) — ସମାରୋହ; ଆଡ଼ମ୍ବର; ଜାକଜମକ — Pomp; show; grandeour
- ଗ୍ରା. ବି (ସଂ. ସମାରୋହ) — [ଉ—ଅତି ସମ୍ଭରେ ବିଜୟେ ଅଖିଳ ମଙ୍ଗଳ—ଶିଶୁଶଙ୍କର, ଉଷାଭିଳାଷ।]
- ଗ୍ରା. ବି (ସଂ. ସମାରୋହ) — ଉତ୍ସବ — Festival
- ଗ୍ରା. ବି (ସଂ. ସମାରୋହ) — ଚାକଚକ୍ୟ — Brilliance; brilliant display