ସମ୍ଭବ୍ୟ Sambhabya
- ସଂ. ବିଣ (ସମ୍+ଭୂ ଧାତୁ=ହେବା+ କର୍ମ. ୟ) — ସମ୍ଭାବନୀୟ; ଯାହା ଘଟି ପାରେ ବୋଲି ଅନୁମାନ କରାଯାଏ — Possible; probable
- ସଂ. ବିଣ (ସମ୍+ଭୂ ଧାତୁ=ହେବା+ କର୍ମ. ୟ) — ବିଶ୍ୱାସ ଯୋଗ୍ୟ — Credible
- ସଂ. ବିଣ (ସମ୍+ଭୂ ଧାତୁ=ହେବା+ କର୍ମ. ୟ) — ଉତ୍ପତ୍ତି ଯୋଗ୍ୟ — Fit to be produced
- ସଂ. ବି — କପିତ୍ଥ (ଶବ୍ଦଚ୍ଚନ୍ଦ୍ରିକା) — Wood apple