ସମ୍ଭବିବା Sambhabibā

  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — ଜାତ ହେବା — To be born
  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — [ଉ—କେତକୀରୁ ସମ୍ଭବିଲେ ଦୁର୍ବାସ—କବିସୂର୍ଯ୍ୟ, କବିତା]
  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — ଘଟିବା — To happen
  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — [ଉ—ଘୁମାଇବାର ସମ୍ଭ—ବିଲାନାହିଁକି ଆମ୍ଭ—ସୁଯୋଗୁ ସିନା ବଞ୍ଚି ଆଇଲୁ ରେ। କିଶୋରୀଚମ୍ପୂ, ଘ ଗୀତ]
  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — ସମ୍ଭବପର ହେବା — To be possible
  • ଦେ. କ୍ରି (ପଦ୍ଯ) (ସଂ. ସମ୍ଭବ) — [ଉ—ନବନୀତ ତହିଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ—କବସୂର୍ଯ୍ୟ, କିଶୋରୀଚମ୍ପୂ, ଞ ଗୀତ]