ସମ୍ବରୀ Sambarī

  • ସଂ. ବି (ବୈଦ୍ଯକ) (ସମ୍ବ ଧାତୁ+କର୍ତ୍ତୃ. ର+ଈ) — ବୃହଦ୍ଦନ୍ତୀ ନାମକ ଔଷଧ ଦ୍ରବ୍ୟ — Croton seeds
  • ସଂ. ବି (ବୈଦ୍ଯକ) (ସମ୍ବ ଧାତୁ+କର୍ତ୍ତୃ. ର+ଈ) — ଶତାବରି (ଶବ୍ଦଚନ୍ଦ୍ରିକା) — Asparagos Racemosus
  • ସଂ. ବି (ବୈଦ୍ଯକ) (ସମ୍ବ ଧାତୁ+କର୍ତ୍ତୃ. ର+ଈ) — ମୂଷିକପର୍ଣ୍ଣୀ; ଥାଳକୁଣୀ (ଅମର) — Ipomea Renuiformis (weed)