ସମ୍ବରିବା Sambaribā

  • ଦେ. କ୍ରି (ପଦ୍ଯ) (ସଂ. ସମ୍ବରଣ) — ଲୁଚାଇବା; ଗୋପନ କରିବା — To conceal
  • ଦେ. କ୍ରି (ପଦ୍ଯ) (ସଂ. ସମ୍ବରଣ) — [ଉ—ଆହେ କ୍ଷେତ୍ରପାଳ। ତ୍ରିଶୂଳ ତୁମ୍ବର ରଖିଲ କାହିଁ ସମ୍ବରି— ରାଧାନାଥ, ପାର୍ବତୀ।]