ସମ୍ବରିତ Sambarita
- ସଂ. ବିଣ (ସମ୍+ଣିଜନ୍ତ ବୃ ଧାତୁ ବା ବରି ଧାତୁ+କର୍ମ. ତ — ଆବୃତ — Covered over
- ସଂ. ବିଣ (ସମ୍+ଣିଜନ୍ତ ବୃ ଧାତୁ ବା ବରି ଧାତୁ+କର୍ମ. ତ — ଗୋପିତ — Concealed
- ସଂ. ବିଣ (ସମ୍+ଣିଜନ୍ତ ବୃ ଧାତୁ ବା ବରି ଧାତୁ+କର୍ମ. ତ — ଦମିତ — Controlled; restrained; checked
- ସଂ. ବିଣ (ସମ୍+ଣିଜନ୍ତ ବୃ ଧାତୁ ବା ବରି ଧାତୁ+କର୍ମ. ତ — ବରିତ — Selected