ସମେତେଣ Sameteṇa

  • ଗ୍ରା. ଅ (ପଦ୍ଯ) — ସହିତ — With
  • ଗ୍ରା. ଅ (ପଦ୍ଯ) — [ଉ— ବସନ୍ତ ମଳୟ ପବନ, ଷଡଋତୁଙ୍କ ସମେତେଣ। ଲୋଭ ମୋହ ମଦ ମତ୍ସର, ସଙ୍ଗେ ଘେନି ଚଳ ସତ୍ୱର —ଜଗନ୍ନାଥ, ଭାଗବତ।]