ସମେଳେ Sameḻe

  • ଦେ. କ୍ରି. ବିଣ (ସଂ. ସମ୍ମିଳିତ) — ସମ୍ମିଳିତ ହୋଇ — Together; together with
  • ଦେ. କ୍ରି. ବିଣ (ସଂ. ସମ୍ମିଳିତ) — [ଉ— ବନ୍ଦାଇ ସୁମିତ୍ରାସୁତ, ତାରାଭବ ରାମ ମିତ୍ର। ଆଞ୍ଜନେୟ କପିଗୋତ୍ର, ଯୁତ ସମେଳେ—ଭଞ୍ଜ, ବୈଦେହୀଶବିଳାସ।]
  • ଦେ. କ୍ରି. ବିଣ (ସଂ. ସମ୍ମିଳିତ) — ସମଭିବ୍ଯାହାରରେ — Accompanied by