ସମ୍ Sam
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ଗୋଟିଏ ଉପସର୍ଗ — A prefix to verbs and verbal derivatives
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — [ଦ୍ର—ଏହା ଅନ୍ଯ ଧାତୁ ବା ଶବ୍ଦ ପୂର୍ବେ ଯୁକ୍ତ ହୋଇ ପଦ ନିଷ୍ପନ୍ନ ହୁଏ ଓ ଏହି ଉପସର୍ଗ ଦ୍ୱାରା ନିମ୍ନଲିଖିତ ଅର୍ଥମାନ ପ୍ରତିପାଦିତ ହୁଏ। ଧାତୁ ପୂର୍ବେ 'ସମ୍' ଯୋଗ ହେଲେ 'ମ୍' ସ୍ଥାନରେ କେତେକ ସ୍ଥଳରେ ଅନୁସ୍ୱାର ହୁଏ ଓ କେତେକ ସ୍ଥଳରେ ମ ପରବର୍ତ୍ତୀ ବର୍ଣ୍ଣର ବର୍ଗୀୟ ଅନୁନାସିକ ବର୍ଣ୍ଣ ରୂପ ଧାରଣ କରି ଉକ୍ତ ଅକ୍ଷର ସଙ୍ଗେ ସନ୍ଧିଦ୍ୱାରା ମିଶିଯାଏ। ଯଥା— ସମ୍+ଜୟ=ସଂଜୟ ବା ସଞ୍ଚୟ; ସମ+ଯୁକ୍ତ=ସଂଯୁକ୍ତ, ସମ୍+ବାଦ=ସଂବାଦ ବା ସମ୍ବାଦ; ସମ+ଦର୍ଶନ= ସଂଦର୍ଶନ ବା ସନ୍ଦର୍ଶନ, ସମ୍+ସ୍ଥାନ=ସଂସ୍ଥାନ ଇତ୍ୟାଦି; ଏହି ଉପସର୍ଗ ନିମ୍ନ କେତେକ ଅର୍ଥରେ ବ୍ଯବହୃତ ହୁଏ।]
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ସମ୍ୟକ୍; ବିଶେଷ — Especially; much
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ସଂପୂର୍ଣ୍ଣ ରୂପେ — Fully; perfectly
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — (ଯଥା— ସଂପାଦନ, ସଂପ୍ରସାରଣ; ସମୁତ୍ପାଟନ)
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ଏକତ୍ର; ଏକ ସଙ୍ଗେ — Together with; simultaneously
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — (ଯଥା—ସଂଭାଷଣ, ସମଭିବ୍ଯାହାର, ସମନ୍ୱୟ)
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ସମୀପରେ — Near
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — (ଯଥା—ସମୁପସ୍ଥିତ)
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ଅଭିମୁଖରେ; ସମ୍ମୁଖରେ; ଆଗରେ — In front of; before
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — (ଯଥା—ସମ୍ମୁଖ; ସମକ୍ଷ)
- ସଂ. ଉପସର୍ଗ (ସୋ ଧାତୁ+କର୍ତ୍ତୃ ଅମ୍) — ସଂଯୋଗ; ସଂଗତି — Connection