ସମୃଦ୍ଧିମାନ୍ Samṛuddhimān
- ସଂ. ବିଣ. ପୁଂ (ସମୃଦ୍ଧିମତ୍ ଶବ୍ଦ; 1 ମା. 1 ବ) — ସମୃଦ୍ଧିବିଶିଷ୍ଟ; ଐଶ୍ୱର୍ଯ୍ୟାନ୍ୱିତ — Grand; prosperous; thriving
- ସଂ. ବିଣ. ପୁଂ (ସମୃଦ୍ଧିମତ୍ ଶବ୍ଦ; 1 ମା. 1 ବ) — ଉନ୍ନତିଶୀଳ — Improving
- ସଂ. ବିଣ. ପୁଂ (ସମୃଦ୍ଧିମତ୍ ଶବ୍ଦ; 1 ମା. 1 ବ) — ଧନଶାଳୀ — Rich; opulent