ସମୀନ Samīna

  • ସଂ. ବିଣ — (ସମା=ବତ୍ସର+ଈନ) ବତ୍ସର ସମ୍ବନ୍ଧୀୟ; ବାତ୍ସରିକ — Yearly; annual
  • ସଂ. ବିଣ — (ସ=ସହ+ମୀନ=ମତ୍ସ୍ୟ) ମତ୍ସ୍ୟ ସହିତ — Mixed with fish
  • ସଂ. ବିଣ — ମତ୍ସ୍ୟବିଶିଷ୍ଟ — Having fish