ସମୀନିକା Samīnikā

  • ସଂ. ବି. ସ୍ତ୍ରୀ—(ସମା=ବର୍ଷ+ଈନ+ବ+ସ୍ତ୍ରୀ ଆ) — ସମାଂସମୀନା; ପ୍ରତିବର୍ଷ ପ୍ରସୂତା ଗୌ; ବର୍ଷ— ବିୟାଣି ଗାଈ — A cow which bears a calf every year