ସମୀକ୍ଷ୍ୟବାଦୀ Samīkshyabādī

  • ସଂ. ବିଣ. ପୁଂ (ସମୀକ୍ଷ୍ୟ=ପୂର୍ବାପର ବିବେଚନା କରି +ବଦ ଧାତୁ+କର୍ତ୍ତୃ ଇନ 1 ମା. 1 ବ) ଯେ ଉତ୍ତମ ରୂପେ ବିବେଚନା ପୂର୍ବକ କଥା କହେ — Speaking out after due deliberation