ସମୀଚୀନ Samīchīna
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ଯଥାର୍ଥ — Right; correct
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ସତ୍ୟ — True
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ସଙ୍ଗତ; ଉପଯୁକ୍ତ — Fit proper
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ଯଥାଯୋଗ୍ୟ — Befitting
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ଯୁକ୍ତିଯୁକ୍ତ — Reasonable
- ସଂ. ବି (ସମ୍ୟକ=ସତ୍ୟ+ଈନ, ନିପାତନ, ବା ସମ+ ଅଞ୍ଚ ଧାତୁ=ଗତି କରିବା+କର୍ତ୍ତୃ. ଈନ) — ଉତ୍ତମ — Good