ସମୀକ୍ଷ Samīksha

  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ସାଂଖ୍ୟ ଦର୍ଶନ — The Sāṁkhya system of philosophy
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — [ଦ୍ର—ଏହି ଶାସ୍ତ୍ର ଦ୍ୱାରା ପ୍ରକୃତି ଓ ପୁରୁଷଙ୍କର ସମ୍ୟକ୍ ଦର୍ଶନ ଲାଭ ହୁଏ।]
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — (+ ଭାବ. ଅ) ସମ୍ୟକ୍ ବିଚାର — Deliberation
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ସମ୍ୟକ୍ ଦର୍ଶନ — Careful; observation
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ଯତ୍ନ (ବିଶ୍ୱକୋଷ) — Carefulness; care
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ଅନ୍ୱେଷଣ (ବିଶ୍ୱକୋଷ) — Searching
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ଆଲୋଚନା— (ବିଶ୍ୱକୋଷ) — Discussion
  • ସଂ. ବି (ସମ୍=ସମ୍ୟକ୍+ଈକ୍ଷ୍ ଧାତୁ=ଦେଖିବା+କରଣ. ଅ) — ବିବେଚନା — Consideration