ସମୀକ୍ଷକ Samīkshaka

  • ସଂ. ବି. ପୁଂ (ସମ୍+ଈକ୍ଷ୍ ଧାତୁ=ଦେଖିବା+କର୍ତ୍ତୃ. ଅକ) — (ହିସାବ ପତ୍ର ଆଦିର) ପରିଦର୍ଶକ — Auditor
  • ସଂ. ବି. ପୁଂ (ସମ୍+ଈକ୍ଷ୍ ଧାତୁ=ଦେଖିବା+କର୍ତ୍ତୃ. ଅକ) — ପରିଦର୍ଶକ; ପର୍ଯ୍ୟବେକ୍ଷଣ — Observer
  • ବିଣ. ପୁଂ — ସମ୍ୟକ୍ ଦର୍ଶନକାରୀ — Auditing; observing