ସମୀକ୍ଷିତ Samīkshita

  • ସଂ. ବି (ସମ+ଈକ୍ଷ. ଧାତୁ=ଦେଖିବା+କର୍ମ. ତ) — ସମ୍ୟକ ଦୃଷ୍ଟି; ପର୍ଯ୍ୟବେକ୍ଷିତ — Observed
  • ସଂ. ବି (ସମ+ଈକ୍ଷ. ଧାତୁ=ଦେଖିବା+କର୍ମ. ତ) — ଅନ୍ୱେଷିତ — Searched
  • ସଂ. ବି (ସମ+ଈକ୍ଷ. ଧାତୁ=ଦେଖିବା+କର୍ମ. ତ) — ଆଲୋଚିତ — Discussed
  • ସଂ. ବି (ସମ+ଈକ୍ଷ. ଧାତୁ=ଦେଖିବା+କର୍ମ. ତ) — ଉତ୍ତମରୂପେ ପରୀକ୍ଷିତ (ହିସାବ) — Audited (account)