ସମୀକ୍ଷୀକରଣ Samīkhīkaraṇa

  • ସଂ. ବି — ବିବାହ ପରେ ବର ଓ କନ୍ୟାଙ୍କର ପରସ୍ପର ମୁଖାବଲୋକନପୂର୍ବକ ବୈଦିକ ମନ୍ତ୍ରୋଚ୍ଚାରଣ— ରୂପ କର୍ମ — The ceremony of the bride and the bridegroom confronting each other and chanting vedic formulae after marriage