ସମାନ ବଳ Samāna baḻa
- ସଂ. ବି (କର୍ମଧା) — ତୁଲ୍ୟ ବଳ — Equal strength
- ସଂ. ବି (କର୍ମଧା) — (ବିଜ୍ଞାନ) କୌଣସି ପଦାର୍ଥ ପ୍ରତି ବିପରୀତ ଦିଗରୁ ପ୍ରଯୁକ୍ତ ତୁଲ୍ୟ ବଳ — (physical science) Equal forces applied to thing from opposite directions
- ବିଣ. ପୁଂ (ବହୁବ୍ରୀହି) — ତୁଲ୍ୟ ବଳବିଶିଷ୍ଟ — Of equal strength