ସମାନ ବ୍ରହ୍ମଚାରୀ Samāna brahmachārī

  • ସଂ. ବିଣ. ପୁଂ — ଏକରୂପ ବ୍ରହ୍ମଚର୍ଯ୍ୟ ଆଚରଣ କାରୀ — Practising similar continence
  • ସଂ. ବିଣ. ପୁଂ — ଏକ ବ୍ରତଚାରୀ — Performing the same penance
  • ସଂ. ବି. ପୁଂ — ସତୀର୍ଥ (ବିଶ୍ୱକୋଷ) — Fellow-student