ସମାନ ଜାତୀୟ Samāna jātīya

  • ସଂ. ବିଣ. ପୁଂ (ସମାନ+ଜାତି+ଈୟ) — ତୁଲ୍ୟ ଜାତୀୟ — Of similar class
  • ସଂ. ବିଣ. ପୁଂ (ସମାନ+ଜାତି+ଈୟ) — ଏକ ଜାତୀୟ — Of the same caste or species