ସମାନ ନାମା Samāna nāmā

  • ସଂ. ବିଣ (ବହୁବ୍ରୀହି; ସମାନ+ନାମନ୍; 1 ମା 1 ବ) — ସନାମା; ସମାନନାମବିଶିଷ୍ଟ — Having similar names
  • ସଂ. ବିଣ (ବହୁବ୍ରୀହି; ସମାନ+ନାମନ୍; 1 ମା 1 ବ) — ଏକନାମ— ବିଶିଷ୍ଟ — Having the same name