ସମାଦୃତ Samādṛuta

  • ସଂ. ବିଣ. ପୁଂ (ସମ୍+ଆଦୃତ) — ସମ୍ମାନିତ; ଅତି ଆଦୃତ — 1. Very much respected; honoured
  • ସଂ. ବିଣ. ପୁଂ (ସମ୍+ଆଦୃତ) — ସମ୍ବର୍ଦ୍ଧିତ — Welcome