ସମାଦାନ Samādāna

  • ସଂ. ବିଣ. ସ୍ତ୍ରୀ (ସମ୍+ଆଦାନ) — ସମ୍ୟକ୍ ଗ୍ରହଣ — Proper acceptance
  • ସଂ. ବିଣ. ସ୍ତ୍ରୀ (ସମ୍+ଆଦାନ) — ଉପଯୁକ୍ତ ଦାନ ଗ୍ରହଣ — Act of receiving proper gift
  • ସଂ. ବିଣ. ସ୍ତ୍ରୀ (ସମ୍+ଆଦାନ) — ସୌଗତାହ୍ନିକ; ବୌଦ୍ଧମାନଙ୍କ ନିତ୍ୟକର୍ମ — The daily rites of the Buddhists