ସମାଦର Samādara

  • ସଂ. ବି (ସମ୍=ସମ୍ୟକ୍+ଆଦର) — ସମ୍ମାନ; ବିଶେଷ ଆଦର — Honour; veneration; great respect
  • ସଂ. ବି (ସମ୍=ସମ୍ୟକ୍+ଆଦର) — ସମ୍ବର୍ଦ୍ଧନା — Welcome; honouring