ସମାତୃ Samātṛu

  • ସଂ. ବିଣ. ସ୍ତ୍ରୀ — ମାତୃସମା; ମାତୃସ୍ଥାନୀୟା — Occupying the position of one's mother
  • ବି. ସ୍ତ୍ରୀ — ବିମାତା (ବିଶ୍ୱକୋଷ) — Step-mother