ସମାଧା Samādhā

  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ସିଦ୍ଧାନ୍ତ; ମୀମାଂସା; ନିଷ୍ପତ୍ତି — Decision; settlement of an affair
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ବିରୋଧ ଭଞ୍ଜନ — Reconciling of a dispute or difference
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ବିବାଦ ନିଷ୍ପତ୍ତି — Settlement of a dispute
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ନିୟମ — Rule; regulation
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ତପସ୍ୟା — Practice of religious austerities
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ନିଜର ଇଚ୍ଛାପ୍ରଣୋଦିତ ଧର୍ମାନୁଷ୍ଠାନ — Any religious observance voluntarily undertraken
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ସମାଧି; ଯୋଗ ସାଧନ; ବ୍ରହ୍ମରେ ମନକୁ ସ୍ଥିର କରି ରଖିବା — Abstraction of mind from external objects and fixing it on God; concentration of the mind on the Brahma
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ଅନୁସନ୍ଧାନ — Enquiry; research; investigation
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ସମର୍ଥନ — Act of seconding oor supporting a proposal
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ଚିତ୍ତର ଏକାଗ୍ରତା; ଅବଧାନ; ପ୍ରଣିଧାନ — Concentration of mind; mental abstraction; composure
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ଧ୍ୟାନ — Religious meditation
  • ସଂ. ବି (ସମ୍+ଆ+ଧା ଧାତୁ=ଧାରଣ କରିବା+ଭାବ ଅ+ଅ) ପ୍ରତିକାର — Remedy