ସମସାଡ୍ୟ Samāsādya

  • ସଂ. ବିଣ (ସମ୍+ଆ+ସଦ ଧାତୁ=ଗମନ କରିବା+ କର୍ମ. ଯ) — ପ୍ରାପ୍ୟ — Due
  • ସଂ. ବିଣ (ସମ୍+ଆ+ସଦ ଧାତୁ=ଗମନ କରିବା+ କର୍ମ. ଯ) — ଲଭ୍ୟ — Attainable
  • ସଂ. ବିଣ (ସମ୍+ଆ+ସଦ ଧାତୁ=ଗମନ କରିବା+ କର୍ମ. ଯ) — ଉଦ୍ଧୃତ ହେବାର ଯୋଗ୍ୟ — Fit to be extracted
  • ସଂ. ବିଣ (ସମ୍+ଆ+ସଦ ଧାତୁ=ଗମନ କରିବା+ କର୍ମ. ଯ) — ସମାନୀତ ହେବା ଯୋଗ୍ୟ — Fit to be brought in