ସମଷ୍ଠୀଳା Samashṭhīḻā
- ସଂ. ବି (ସମ+ସ୍ଥା ଧାତୁ+କର୍ତ୍ତୃ ଇଳ+ ଆ; କିମା ସମ୍+ଅସ୍ଥି=ହାଡ଼+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ;+ ଆ; ନିପାତନ ସିଦ୍ଧ)—ବୈଦ୍ଯକ — ଏକ ପ୍ରକାର କ୍ଷୁପ, ଯାହା ଜଳାଭୂମିରେ ଜନ୍ମେ; କଉକଉଆ — A sort of shrub growing on marshy ground
- ସଂ. ବି (ସମ+ସ୍ଥା ଧାତୁ+କର୍ତ୍ତୃ ଇଳ+ ଆ; କିମା ସମ୍+ଅସ୍ଥି=ହାଡ଼+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ;+ ଆ; ନିପାତନ ସିଦ୍ଧ)—ବୈଦ୍ଯକ — [ଦ୍ର—ଏହା କଟୁ, ରୁଚ୍ୟ, ମୁଖ ବିଶୋଧକ, କଫବାତ ପ୍ରଶମକ, ଦାହକାରୀ ଓ ଦୀପକ । (ରାଜ ନିର୍ଘଣ୍ଟ।]
- ସଂ. ବି (ସମ+ସ୍ଥା ଧାତୁ+କର୍ତ୍ତୃ ଇଳ+ ଆ; କିମା ସମ୍+ଅସ୍ଥି=ହାଡ଼+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ;+ ଆ; ନିପାତନ ସିଦ୍ଧ)—ବୈଦ୍ଯକ — ଗଣ୍ଡୀର; ଗଣ୍ଡଦୂର୍ବା; ଗଣ୍ଠି ଘାସ; କାକୁଡ଼ିଆ ଘାସ — A species of grass; creeping cynoden
- ସଂ. ବି (ସମ+ସ୍ଥା ଧାତୁ+କର୍ତ୍ତୃ ଇଳ+ ଆ; କିମା ସମ୍+ଅସ୍ଥି=ହାଡ଼+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ;+ ଆ; ନିପାତନ ସିଦ୍ଧ)—ବୈଦ୍ଯକ — ଏକ ପ୍ରକାର କାକୁଡ଼ି — A species of cucumber