ସମସ୍ତ Samasta

  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ସବୁ, ସମୁଦାୟ; ସକଳ — All
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ସମଗ୍ର — Whole
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ଏକତ୍ରୀକୃତ; ସଞ୍ଚିତ — Gathered; stored
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ସମଷ୍ଟିକୃତ — Totalled
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — (ବ୍ୟାକରଣ) କୃତ; ସମାସ; ସମାସ— ଦ୍ୱାରା ନିଷ୍ପନ୍ନ (ପଦ) — Formed into a compound word
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ସଂକ୍ଷିପ୍ତ — Abridged
  • ସଂ. ବିଣ (ସମ୍+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ) — ସଂଯୁକ୍ତ — United; joined
  • ଦେ. ବି (ବହୁବଚନ) — ସମୁଦାୟ; ପଦାର୍ଥ — All things; the whole
  • ଦେ. ବି (ବହୁବଚନ) — ସବୁବ୍ଯକ୍ତି — All persons
  • ଦେ. ସର୍ବନାମ — ସବୁ — All