ସମସନ Samasana
- ସଂ. ବି (ସମ+ଅସ୍ ଧାତୁ=କ୍ଷେପଣ କରିବା+ଭାବ ଅନ) — ସଂକ୍ଷେପ କରଣ — Abridgement
- ସଂ. ବି (ସମ+ଅସ୍ ଧାତୁ=କ୍ଷେପଣ କରିବା+ଭାବ ଅନ) — (ବ୍ୟାକରଣ) ଏକାଧିକ ଶବ୍ଦର ସମାସ — (gra mmar) A compound or aggregate formed of many words
- ସଂ. ବି (ସମ+ଅସ୍ ଧାତୁ=କ୍ଷେପଣ କରିବା+ଭାବ ଅନ) — ସମାସ କରଣ — Formation of a compound word