ସମର୍ପଣ Samarpaṅa

  • ସଂ. ବି (ସଂ+ଅର୍ପଣ=ଦାନ) — ଦାନ — Giving; absolute gift
  • ସଂ. ବି (ସଂ+ଅର୍ପଣ=ଦାନ) — ନୈବେଦ୍ୟାଦି ଦେବତାଙ୍କୁ ଉତ୍ସର୍ଗ କରିବା — Offering of some thing to a Deity
  • ସଂ. ବି (ସଂ+ଅର୍ପଣ=ଦାନ) — ଅନ୍ଯ ବ୍ଯକ୍ତିଠାରେ କୌଣସି ବସ୍ତୁର ଭାର ଦେବା — Entrusting a thing to another; committing a thing to the charge of
  • ସଂ. ବି (ସଂ+ଅର୍ପଣ=ଦାନ) — ସ୍ଥାପନ — Placing
  • ସଂ. ବି (ସଂ+ଅର୍ପଣ=ଦାନ) — ଅନ୍ଯ ବ୍ଯକ୍ତିର ହସ୍ତରେ ଅର୍ପଣ — Delivery of a thing to the care of another person; handing over
  • ସଂ. ବି (ସଂ+ଅର୍ପଣ=ଦାନ) — ସଂପ୍ରଦାନ; ସ୍ୱକୀୟ ସ୍ୱତ୍ୱ ତ୍ୟାଗପୂର୍ବକ ପ୍ରଦାନ — Surrender of a thing by relinquishing one's rights over it
  • ସଂ. ବି (ସଂ+ଅର୍ପଣ=ଦାନ) — ତନ୍ତ୍ରୋକ୍ତ ପୂଜାର ଶେଷରେ ପୂଜିତ ଦେବତାଙ୍କ ଉଦ୍ଦେଶ୍ୟରେ ଆତ୍ମ— ସମର୍ପଣ (ବିଶ୍ୱକୋଷ) — Offering or surrendering one's self to the Deity after worship
  • ସଂ. ବି (ସଂ+ଅର୍ପଣ=ଦାନ) — [ଦ୍ର—ଏଥିର ବାକ୍ୟ—ସର୍ବଂ ବ୍ରହ୍ମାର୍ପଣମସ୍ତୁ ଓଁ ତତ୍ ସତ୍।]