ସମର୍ଥିତ Samarthitha
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — କୃତସମର୍ଥନ — Supported
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ଯାଚିତ — Asked for
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ସ୍ଥିରୀକୃତ — Settled
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ଦୃଢ଼ୀକୃତ — Corroborated
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ମିମାଂସିତ — Decided; settled; reconciled
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ସୁବିବେଚିତ — Discriminated
- ସଂ. ବିଣ (ସମ୍+ଅର୍ଥ ଧାତୁ=ଯାଚ୍ଞା କରିବା+କର୍ମ. ତ) — ସମ୍ଭାବିତ — Adored; praised